News & Updates ZZZZZ 09 May 2022 SAMBALPURI PARIVAAR Bhopal organised a memorial cricket tournament in the memory of Late Prasanta Oram. View Media View Score SAMBALPURI PARIVAAR, Bhopal and MAA MAHESHWARI SENA, Bargarh distribute Breakfast to the relatives of patients at Bargarh Covid Hospital during this lockdown 26 May 2021 More updates... ବରଗଡ୍ ସହରେ କୋଭିଡ୍ ହସପିଟାଲ୍ ନେ ଇ ଲକଡାଉନ୍ ସମିଆଁ ନେ ସବୁ ଦୁକାନ୍ ବଜାର୍ ବନ୍ଦ ଅଛେ ଇ ସମିଆଁ ଥି ରୋଗିମାନକର ସାଙ୍ଗେ ଆସିଥିବାର୍ ତାକର୍ ସମ୍ପର୍କୀୟ ମାନେ ବହୁତ୍ ଅସୁବିଧାର ସମ୍ମୁଖିନ୍ ହଉଛନ୍ । ମାଁ ମାହେଶ୍ବରୀ ସେନା ଆର୍ ସମ୍ବଲପୁରୀ ପରିବାର୍, ଭୋପାଳ୍ ର ପ୍ରୟାସରେ ଲକଡାଉନ୍ ଥିବାର୍ ତକ୍ ରୋଗିମାନକର୍ ସକାଲ୍ ଜଲଖିଆ ବ୍ଯବସ୍ଥା କରାଯିବା । ଇ ମହତ୍ କାମ୍ ଶାରିରୀକ୍ ଆର୍ ମାନସିକ୍ ଭାବେ ମାଁ ମାହେଶ୍ବରୀ ସେନାରୁ କୁବେର ମହାକୁର, ଦିବସ ପଧାନ, ଦୀପକ ଦେହେରୀ, ଅଶୋକ ମହାକୁର,ସିଲୁ କଲତା, ଅଜିତ କରନ୍ , ଶସି ପରୋହିତ୍ ଆର୍ ଅଶୋକ ସାହୁ ଇ ଭାଇଦାଦା ମାନେ ସହଯୋଗ୍ ଆର୍ ଖାନା ବାଁଆଁଟିବାର୍ ଥି ହାତ୍ ବଢେଇଥିଲେ । ଇ ମହତ୍ କାମ୍ ଲାଗି ନିର୍ମଲ ଦେହେରୀ ଓ ପାଣ୍ଡବ କର୍ଣ ଦାଦା ଆର୍ଥିକ୍ ସହାୟତା କରିଥିବାର୍ ଲାଗି ବହୁତ୍ ବହୁତ୍ ଧନ୍ଯବାଦ 🙏ମାଁ ମାହେଶ୍ବରୀ ତାହାକେ ଆର୍ ତାକ୍ ପରିବାର୍ କେ ଇ ମହାମାରା ସମିଆଁନେ ଭଲେ ଭଲେ ରଖିଥଉ ବଲି ପ୍ରାର୍ଥନା କରୁଛୁଁ ।🙏